ଘନ କୁହୁଡି ବଳୟରେ କେନ୍ଦୁଝର ସହର - ଘନ କୁହୁଡି ବଳୟରେ କେନ୍ଦୁଝର ସହର
🎬 Watch Now: Feature Video

କେନ୍ଦୁଝର: ଘନ କୁହୁଡ଼ିରେ(dense fog) ଆଚ୍ଛାଦିତ କେନ୍ଦୁଝର ସହର । ଘନ କୁହୁଡି ଯୋଗୁଁ ସକାଳୁ ରାସ୍ତାଘାଟ ଦୃଶ୍ୟମାନ ହୋଇ ନ ଥିବା ବେଳେ ଗାଡ଼ି ଚାଳକଙ୍କୁ ଲାଇଟ ଜଳାଇ ଯାତାୟତ କରିବାକୁ ପଡୁଛି । ପେଟ ପୋଷିବା ପାଇଁ ଲୋକେ ଘନ କୁହୁଡିରେ ମଧ୍ୟ ବଜାରରେ ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଥଣ୍ଡା କମ ଅନୁଭୂତ ହେଉଛି । ତେବେ ଆଜି ଦିନ ଦ୍ବିପ୍ରହର ପର୍ଯ୍ୟନ୍ତ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ