ଖୋର୍ଦ୍ଧାକୁ ମାଡି ଆସିଲା କୁହୁଡି, ମୁହଁକୁ ମୁହଁ ଦିଶୁନି

By

Published : Dec 15, 2021, 10:29 AM IST

thumbnail
ଖୋର୍ଦ୍ଧା: ଶୀତ ଋତୁ ପ୍ରବେଶ(khurdha winter) ହୋଇସାରିଥିବା ବେଳେ ବର୍ତ୍ତମାନ ସାରା ଜିଲ୍ଲା ଘନ କୁହୁଡିରେ(Foggy khurdha) ଆଚ୍ଛାଦିତ ହୋଇଛି । କୁହୁଡିର ପ୍ରଭାବ ଏତେ ରହିଛି ଯେ, ଅତି ନିକଟରୁ କୌଣସି ବସ୍ତୁ ଦୃଶ୍ୟମାନ ହେଉନି । ଫଳରେ ରାସ୍ତାରେ ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହେଉଛି । ସେପଟେ ଆଗକୁ ଶୀତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.