thumbnail

By

Published : Apr 19, 2022, 9:53 PM IST

ETV Bharat / Videos

ଦଳିତ ଛାତ୍ରଙ୍କୁ ଅମାନବୀୟ ନିର୍ଯାତନା: ନିର୍ଧୁମ ମାଡ ସହ ପାଦ ଚଟାଇଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଜଙ୍ଗଲ ଭିତରେ ଦଳିତ ଛାତ୍ରଙ୍କୁ ସଙ୍ଘବଦ୍ଧ ଭାବେ ବର୍ବରତାର ସହ ମାଡ ମାରିବା ସହ ଅମାନବୀୟ ନିର୍ଯାତନା ଦେଲେ ଦୁର୍ବୃତ୍ତ । କେବଳ ଏତିକି ନୁହେଁ ଜାତିଭିତ୍ତିକ ଗାଳି ଦେବା ସହ ପାଦ ମଧ୍ୟ ଚଟାଇଲେ । ଉତ୍ତର ପ୍ରଦେଶର ରାଏବରେଲିରେ ଘଟିଥିବା ଏହି ଅମାନବୀୟ କାଣ୍ଡରର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ 6 ଅଭିଯୁକ୍ତ ନାଁ ରେ ଏତଲା, 3 ଗିରଫ । ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.