ବୁଲବୁଲ ପ୍ରଭାବରେ ବର୍ଷା, ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ
🎬 Watch Now: Feature Video
କେନ୍ଦ୍ରାପଡା: ବାତ୍ୟା ବୁଲବୁଲ ପ୍ରଭାବରେ ଲାଗିରହିଛି ବର୍ଷା । ଏପଟେ ଜିଲ୍ଲାର ତଳିଆ ଅଞ୍ଚଳର 500ଲୋକ ରାଜନଗର ପେଣ୍ଠ ସମୁଦ୍ରକୂଳ ଅଞ୍ଚଳରେ ଥିବା ପ୍ରସନ୍ନପୁର ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ଶୁକ୍ରବାର ଠାରୁ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଗ୍ରାମରେ ବହୁତ କ୍ଷୟକ୍ଷତି ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀରେ କଣ ରହିଛି ସ୍ଥିତି ତଥା ସେଠାରେ କଣ ରହିଛି ଅସୁବିଧା, ସେନେଇ ଅଧିକ ଆଲୋଚନା କରୁଛନ୍ତି ଆମ ପ୍ରତିନିଧି..