ରାତି ପାହିଲେ ଇଦ, ଚଳଚଞ୍ଚଳ କଟକ ସହର - କଟକରେ ପାଳନ ହେବ ଇଦ

🎬 Watch Now: Feature Video

thumbnail

By

Published : May 2, 2022, 5:26 PM IST

କଟକ: ରାତି ପାହିଲେ କଟକରେ ପାଳନ ହେବ ଇଦ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଧୁମଧାମରେ ଇଦ ପାଳନ କରିବାକୁ ଯୋଜନା କରିଛନ୍ତି ଅଞ୍ଜୁମାନ ଇସ୍ଲାମିଆ । ଏନେଇ କଟକର ଇଦଗାହା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ୭ ହଜାର ଲୋକଙ୍କ ସାମୂହିକ ପ୍ରାର୍ଥନା ପାଇଁ ବ୍ୟବସ୍ଥା କରିଛି କମିଟି । ସେହିପରି ସହରର କଦମ ରୁସଲ, ଇଦଗା, ଛୋଟି ମସଜିଦ, ବଡ଼ି ମସଜିଦ ଏବଂ ପଲଟନ ମସଜିଦରେ ପାଳନ ହେବ ଇଦ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.