ୱାର୍ଡ ପରିଦର୍ଶନ ବେଳେ ହଟହଟା ହେଲେ କଟକ ମେୟର

By

Published : Jun 8, 2022, 9:16 AM IST

thumbnail

କଟକ: ସିଏମସି ମେୟର ସୁବାସ ସିଂହଙ୍କୁ ଘେରିଲେ ଲୋକେ । ହଟହଟା ହେଲେ ମେୟର । ମଙ୍ଗଳବାର ସିଏମସି ୱାର୍ଡ଼ ଅନ୍ତର୍ଗତ 46/47 ନମ୍ବର ପରିଦର୍ଶନ ସମୟରେ ହଟହଟା ହୋଇଛନ୍ତି ସୁବାସ । ୱାର୍ଡ଼ର ବିଭିନ୍ନ ସମସ୍ୟା ରହିଥିବାବେଳେ ସିଏମସି କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବା ଅଭିଯୋଗ କରି ମେୟରଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥିଲେ ୱାର୍ଡବାସୀ । ମେୟର ସୁବାସ ସିଂହଙ୍କ ସହ ବିଧାୟକ ସୌଭିକ ବିଶ୍ବାଳ, ସ୍ଥାନୀୟ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଲୋକମାନଙ୍କୁ ବୁଝାସୁଝା ପରେ ସ୍ଥିତି ଆୟତ୍ତକୁ ଆସିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.