thumbnail

Ind vs SA T20: କାଉଣ୍ଟରେ ଅସମ୍ଭାଳ ଭିଡ, ପ୍ରତିକ୍ରିୟା ରଖିଲେ କଟକ DCP

By

Published : Jun 9, 2022, 2:25 PM IST

କଟକ: ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ଟିକେଟ କାଉଣ୍ଟର ନିକଟରେ ଲମ୍ବା ଲାଇନ ରହି ଟିକେଟ କିଣୁଛନ୍ତି ଦର୍ଶକ । ପ୍ରବଳ ଗରମକୁ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉ ଥିବାବେଳେ ଲୋକଙ୍କ ସୁବିଧା ପାଇଁ ପାଣି ଛିଞ୍ଚନ କରୁଛି ପୋଲିସ । ନିଜେ କଟକ DCP ପ୍ରତ୍ୟେକ୍ଷ କାଉଣ୍ଟର ନିକଟକୁ ଯାଇ ଲୋକଙ୍କ ସୁବିଧା ପଚାରି ବୁଝୁଛନ୍ତି । ତେବେ କାଉଣ୍ଟର ନିକଟରେ କିପରି ଚିତ୍ର ରହିଛି, ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.