thumbnail

By

Published : Aug 13, 2022, 4:31 PM IST

ETV Bharat / Videos

ରାୟପୁରରେ CRPF ଯବାନଙ୍କ ବାଇକ ରାଲି, ଅଂଶଗ୍ରହଣ କଲେ ୧ ହଜାର ଯବାନ

ରାୟପୁର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଅମୃତ ମହୋତ୍ସବ । ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାରେ ଲାଗିଛି ତ୍ରିରଙ୍ଗା ଶୋଭାଯାତ୍ରା । ଆଜି ରାୟପୁରରେ CRPF ଯବାନଙ୍କ ଦ୍ବାରା ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ ରାଲି । ଏଥିରେ CRPF-65 ବାଟାଲିୟନର ୧ ହଜାର ଯବାନ ଅଂଶଗ୍ରହଣ କରିଛନ୍ତି । ଦେଶାତ୍ମକବୋଧ ସଙ୍ଗୀତ ସହ ବାଇକରେ ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ ଏହି ଯବାନମାନେ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.