thumbnail

ନୂତନ ରାଷ୍ଟ୍ରପତିଙ୍କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା

By

Published : Jul 25, 2022, 9:02 AM IST

ବ୍ରହ୍ମପୁର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ମୁର୍ମୁଙ୍କ ଏହି ଐତିହାସିକ ବିଜୟ ପରେ ତାଙ୍କୁ ଦେଶର କୋଣ ଅନୁକୋଣରୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଜି 15ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.