ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, ଜଳ ପ୍ରଳୟର ଭୟଙ୍କର ଦୃଶ୍ୟ

By

Published : Aug 1, 2022, 9:22 PM IST

thumbnail
ଶିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲା ସ୍ଥିତ ତୋସ ନାଲାରେ ପ୍ରକୃତିର ତାଣ୍ଡବ (Cloud burst in Tosh Nala) । ରବିବାର ସନ୍ଧ୍ୟା ସମୟରେ ବାଦଲ ଫଟା ବର୍ଷା ହେବାରୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଡ୍ରେନ ଭାଙ୍ଗି ଚାରିଆଡ଼େ ଜଳମଗ୍ନ ହୋଇଯାଇଛି । ଫଳରେ ବିଭିନ୍ନ ଗ୍ରାମ ବିଚ୍ଛିନ୍ନ ହେବାସହ ଅନେକ ଯାନବାହନ ପାଣିରେ ଫସି ରହିଛି । ବାଦଲ ଫଟା ବର୍ଷାରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.