thumbnail

By

Published : Oct 9, 2022, 9:10 PM IST

ETV Bharat / Videos

କଟକ ମଙ୍ଗୁଳି ଛକରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ଚାଳକ

ମଙ୍ଗୁଳି ଛକରେ ଅଘଟଣ । କଟକ ଆଡ଼କୁ ଯାଉଥିବା ଏକ ଚଳନ୍ତା କାରରେ ଲାଗିଲା ନିଆଁ । ତେବେ ଏହି ଅଘଟଣରେ କେହି ଆହତ ହୋଇନଥିବା ଜଣାପଡିଛି । ନିଆଁ ଲାଗିବା ବେଳେ ଗାଡ଼ିରୁ ଯାତ୍ରୀ ଓ ଚାଳକ ବାହାରି ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମେ ବନେଟ ନିକଟରୁ ଧୂଆଁ ବାହାରିବା ପରେ ହଠାତ ନିଆଁ ଲାଗିବା ଦେଖିବାକୁ ମିଳିଥିଲା । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.