thumbnail

By

Published : Jun 7, 2022, 3:16 PM IST

ETV Bharat / Videos

Watch Video: ଆଖି ପିଛୁଳାକେ ଉଡିଲା ଗାଡି, କ୍ୟାମେରାରେ କଏଦ ଦୁର୍ଘଟଣାର ଦୃଶ୍ୟ

ଚେନ୍ନାଇ: ଦିଣ୍ଡିଗୁଲ ଜିଲ୍ଲାର ଅତୁର ନିକଟରେ ବସ ଓ ଭ୍ୟାନ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.