ଆଖି ସାମ୍ନାରେ ମାଟିରେ ମିଶିଗଲା ଦୁଇ ମହଲା କୋଠା - କର୍ଣ୍ଣାଟକ ଖବର
🎬 Watch Now: Feature Video

ବେଙ୍ଗାଲୁରୁ: କେରଳ-କର୍ଣ୍ଣାଟକ ସୀମାରେ ଥିବା ସୁଙ୍କଦାକେର୍ଟେରେ ଏକ ୧୦ ବର୍ଷର ପୁରୁଣା କୋଠା ଭୁଶୁଡି ପଡିଛି । କାହାର କିଛି କ୍ଷୟକ୍ଷତି ହୋଇନଥିବାବେଳେ କିଛିଦିନ ତଳେ ଭୂସ୍ଖଳନ ହେବାରୁ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ବିଲ୍ଡିଂକୁ ଭୁଶୁଡିବାର ଗୋଟିଏ ଦିନ ପୂର୍ବରୁ ଖାଲି କରାଯାଇଥିଲା । ବିଲ୍ଡିଂରେ ଟେଲର ଦୋକାନ, ରାସନ ଦୋକାନ ଓ ବିଜେପି ଅଫିସ ରହିଥିଲା ।