Sonu Sood Visits Odisha: ଓଡିଶାବାସୀଙ୍କୁ ଭଲପାଆନ୍ତି କହିଲେ ସୋନୁ

By

Published : May 28, 2022, 9:44 PM IST

thumbnail
ଭୁବନେଶ୍ବର: ଓଡିଶାରେ ଅଭିନେତା ସୋନୁ ସୁଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ପରେ ଓଡିଶା ଭ୍ରମଣ ନେଇ ପ୍ରତିକ୍ରିୟା ରଖିଲେ । କୋଭିଡ ସମୟରେ ଓଡିଶାର ଲୋକଙ୍କ ସହ ଗଢି ଉଠିଥିବା ସମ୍ପର୍କ ବାବଦରେ ଚର୍ଚ୍ଚା କରିଛନ୍ତି । ଖୁସିବ୍ୟକ୍ତ କରିବା ସହ ଓଡିଶା ଲୋକଙ୍କୁ ଭଲପାଆନ୍ତି ବୋଲି କହିଛନ୍ତି ସୋନୁ ସୁଦ । କୋଭିଡ ସମୟରେ ସେ ଓଡିଶାର ଲୋକମାନଙ୍କ ସଂସ୍ପର୍ଶରେ ଅଧିକ ଆସିଥିବା କହିଛନ୍ତି । ଏପରିକି କୋଭିଡ ସମୟରେ ମୁମ୍ବାଇରୁ କିଛି ଯୁବକ ଏବଂ କେରଳରୁ କିଛି ଯୁବତୀଙ୍କୁ ମଧ୍ୟ ଓଡିଶା ଫେରିବା ବ୍ୟବସ୍ଥା କରିଥିଲେ ସେ । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.