NCP କର୍ମୀଙ୍କ ଦାଦାଗିରି: BJP ପ୍ରବକ୍ତାଙ୍କୁ ଅଫିସରେ ପଶି ମାରିଲେ ଚାପୁଡା - ଏନସିପି ନେତାଙ୍କ ଦାଦାଗିରି
🎬 Watch Now: Feature Video

ମୁମ୍ବାଇ: NCP କର୍ମୀଙ୍କ ଦାଦାଗିରି । ମହାରାଷ୍ଟ୍ର ରାଜ୍ୟ ବିଜେପି ମୁଖପାତ୍ର ବିନାୟକ ଆମ୍ବେକରଙ୍କୁ କାର୍ଯ୍ୟାଳୟରେ ପଶି ମାରିଲେ ମାଡ । ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପି ମୁଖପାତ୍ର ବିନାୟକ ଆମ୍ବେକରଙ୍କ କାର୍ଯ୍ୟାଳୟରେ ଏନସିପି କର୍ମୀ ତାଙ୍କୁ ଗାଳିଗୁଲଜ କରିବା ସହ ଚାପୁଡା ମଧ୍ୟ ମାରିଛନ୍ତି । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ