thumbnail

ପୁଣି ଫଡନାଭିସ ସରକାର, ସେଲିବ୍ରେସନ ମୁଡରେ ସମର୍ଥକ

By

Published : Nov 23, 2019, 12:58 PM IST

ମୁମ୍ବାଇ:ମହାରାଷ୍ଟ୍ର ନାଟକରେ ପଡିଛି ପୂର୍ଣ୍ଣଚ୍ଛେଦ। ନୂତନ ସରକାର ଦାୟିତ୍ବ ଗ୍ରହଣ ପରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଛି। ବର୍ତ୍ତମାନ ସମୟ ସେଲିବ୍ରେସନର। ଦେବେନ୍ଦ୍ର ଫଡନାଭିସଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ନାଗପୁର ସିଏମ ଅଫିସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଜେପି ସମର୍ଥକ ମିଠା ବାଣ୍ଟି ବାଣ ଫୁଟାଇ ନୂତନ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.