ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅଶ୍ଲୀଳ ବ୍ୟବହାର, ଶିକ୍ଷକଙ୍କୁ ଚପଲରେ ମାଡ ମାରିଲେ ଛାତ୍ରୀ

By

Published : Aug 20, 2022, 1:45 PM IST

thumbnail
ଶିକ୍ଷକ ଭୁଲି ଗଲେ ଶିଷ୍ଟାଚାର । ଛାତ୍ରୀଙ୍କ ସହ ଅଶ୍ଲୀଳ ବ୍ୟବାହାର କରିବାରୁ ଶିକ୍ଷକଙ୍କୁ ଚପଲରେ ମାଡ ମାରିଲେ ଛାତ୍ରୀ । ଶିକ୍ଷକଙ୍କୁ ବିଚ୍‌ ରାସ୍ତାରେ ମାଡ ମାରିବା ପରେ ପୋଲିସ ଷ୍ଟେସନକୁ ନେଲେ ଛାତ୍ରୀ । ଯାହାର ଭିଡିଓ ଏବେ ସୋସିଆ ମିଡିଆରେ ଭାଇରାଲ ହୋଇଛି । ବିହାରର ବୈଶାଳୀ ଜିଲ୍ଲାରେ ଜଣେ କୋଚିଂ ସେଣ୍ଟରର ଶିକ୍ଷକ ଏପରି କରିଥିବା ଥାନାରେ ଅଭିଯୋଗ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.