thumbnail

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମପୁରରେ ଖୁସିରେ ମାହୋଲ

By

Published : Jun 22, 2022, 9:15 PM IST

ବ୍ରହ୍ମପୁର: ଏନ୍.ଡି.ଏ ର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ବ୍ରହ୍ମପୁରରେ ଖୁସିର ମାହୋଲ । ବିଜେପି ପକ୍ଷରୁ ଏନେଇ ସହରର ଗାନ୍ଧୀନଗର ଛକ ଠାରେ ଉତ୍ସବ ମନାଇବା ସହ ପଥଚାରୀଙ୍କୁ ଅଟକାଇ ମିଠା ଖୁଆଇଥିବା ଦେଖିବାକୁ ମିଳିଛି । ଓଡିଶାର ଜଣେ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମନୋନୀତ କରିଥିବାରୁ ବିଜେପି ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଇଟିଭି ଭାରତ, ଗଞ୍ଜାମ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.