ବ୍ରହ୍ମପୁରରେ ଲକଡାଉନର ପ୍ରଭାବ, ଅମାନିଆଙ୍କୁ ସାବାଡ କରୁଛି ପୋଲିସ - ବ୍ରହ୍ମପୁରରେ ଲକଡାଉନର ପ୍ରଭାବ
🎬 Watch Now: Feature Video

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜାରି ରହିଛି କୋରୋନା କଟକଣା । ଫଳରେ ବ୍ରହ୍ମପୁର ସହର ମଧ୍ୟରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ କଡାକଡି ଚେକିଂ କରାଯାଉଥିବାବେଳେ ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ନିୟମ ମାନୁ ନ ଥିବା ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ କାଟୁଛି ପୋଲିସ । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ଵାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ