ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ
🎬 Watch Now: Feature Video
ଝାରସୁଗୁଡ଼ା: ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ୭ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ୟାପୁଥିବା ହିଂସା ଯୋଗୁଁ ସାମାଜିକ ସଦଭାବନା ଉପରେ ବିପଦ ମାଡି ଆସିବା ସହ ଦେଶର ଅଖଣ୍ଡତା ଉପରେ ପ୍ରଶ୍ନ ଉଠୁଛି। ତେଣୁ ଏହି ଘଟଣା ଉପରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି।
ଇଟିଭି ଭାରତ, ଝାରସୁଗୁଡ଼ା