thumbnail

By

Published : May 17, 2022, 10:40 AM IST

ETV Bharat / Videos

ଭାସୁଛି ଆସାମ, ନଦୀରେ ବୁଡିଗଲା ଛୁଆ ହାତୀ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ଜଳମୟ ହୋଇଛି । ପ୍ରବଳ ବର୍ଷା ପାଇଁ ନଦୀର ଜଳସ୍ତର ବଢିବାରେ ଲାଗିଛି । କପିଲି ନଦୀରେ ଜଳସ୍ତର ବଢିବା ଫଳରେ ଏକ ଛୁଆ ହାତୀ ନଦୀରେ ଭାସି ଯାଉଥିବା ଦେଖିବାକୁ ମିଳିଛି । ଅନେକ ବନ୍ୟଜନ୍ତୁଙ୍କ ପାଇଁ ବିପଦ ଆଣିଛି ବନ୍ୟା । ଏ ଯାଏଁ ଗଜରାଜଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.