Independence Day, ସ୍ୟାଣ୍ଡ ଆନିମେସନରେ ସ୍ବାଧିନତା ଦିବସର ଶୁଭେଚ୍ଛା

By

Published : Aug 14, 2022, 6:52 PM IST

thumbnail
ରାତି ପାହିଲେ ସାରା ଦେଶ ପାଳିବ ୭୬ତମ ସ୍ବାଧିନତା ଦିବସ । ଏଥିପାଇଁ ଆକର୍ଷିଣୀୟ ସ୍ୟାଣ୍ଡ ଆନିମେସନ ଓ ବାଲୁକାକଳା ମାଧ୍ୟମରେ ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.