thumbnail

By

Published : Apr 15, 2022, 1:13 PM IST

ETV Bharat / Videos

Baishakhi: ପିଲାଙ୍କ ସହ ନାଚି ବୈଶାଖୀ ପାଳିଲେ ଯବାନ

ଶ୍ରୀନଗର: ଆଜି ହେଉଛି ବୈଶାଖୀ ପର୍ବ । ଆଜିର ଦିନକୁ ପଞ୍ଜାବୀମାନେ ନୂଆବର୍ଷ ଭାବେ ପାଳନ କରିଥାନ୍ତି। ଶିଖ ନାନକଶାହି ପାଞ୍ଜି ଅନୁଯାୟୀ ବୈଶାଖୀ ପର୍ବରୁ ନୂଆବର୍ଷ ଆରମ୍ଭ ହୋଇଥାଏ । ବୈଶାଖୀ ପର୍ବ ଅବସରରେ ପୂର ପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଅନ୍ୟପଟେ ଦେଶ ପାଇଁ ବର୍ଷତମାମ ନିଜ ଗାଁମାଟିଠାରୁ ଦୂରରେ ରହୁଥିବା ଯବାନମାନେ ବେଶ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ଜମ୍ମୁ ଓ କାଶ୍ମୀରର ଏକ ଗାଁର କିଛି ପିଲାଙ୍କ ସହ ଜାତୀୟ ପତାକା ଧରି ନାଚିନାଚି ନିଜ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଛି । @ANI

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.