thumbnail

By

Published : Apr 29, 2021, 1:59 PM IST

ETV Bharat / Videos

ଭାରତକୁ ଅକ୍ସିଜେନ କନସେନଟ୍ରେଟର ପଠାଇ ବନ୍ଧୁତାର ହାତ ବଢାଇଲା ବିଟ୍ରେନ

ନୂଆଦିଲ୍ଲୀ : ମହାମାରୀ କାଳରେ ଭାରତକୁ ବନ୍ଧୁତାର ହାତ ବଢାଇଲା ବିଟ୍ରେନ । 120 ଅକ୍ସିଜେନ କନସେନଟ୍ରେଟର ଭାରତକୁ ପଠାଇଲେ ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ଅକ୍ସିଜେନ କନସେନଟ୍ରେଟର ଗୁଡିକ ବିମାନ ଯୋଗେ ନୂଆଦିଲ୍ଲୀରେ ଆସି ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.