୮ ଘଣ୍ଟା ପରେ ଉଦ୍ଧାର ହେଲା ଗଭୀର କୂଅରେ ପଡିଥିବା ଭାଲୁ

By

Published : Jul 5, 2022, 10:16 PM IST

thumbnail
ଯାଜପୁର: ଦୀର୍ଘ ୮ ଘଣ୍ଟା ପରେ ଉଦ୍ଧାର ହେଲା ଗଭୂର କୁଅରେ ପଡି ଯାଇଥିବା ସୁକିନ୍ଦା ନିକଟସ୍ଥ ସୁନଝର ଜଙ୍ଗଲର ଏକ ଭାଲୁ । ବନ ବିଭାଗ ସମେତ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଭାଲୁଟି ଦୁଇଦିନ ସୁକିନ୍ଦା ବନ ବିଭାଗ ହେଫାଜତ ରହି ଚିକିତ୍ସା ହେବାପରେ ପାଖ ଜଙ୍ଗଲରେ ସୁରକ୍ଷିତ ଛାଡ଼ି ଦିଆଯିବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି(ସୋମବାର) ବିଳମ୍ବିତ ରାତିରେ ଭାଲୁଟି ଖାଦ୍ୟ ଅନ୍ବେଶ୍ବଣ ପାଇଁ ଆସିଥିବା ସମୟରେ ଗଭୀର କୂଅ ମଧ୍ୟରେ ଫସି ଯାଇଥିଲା । ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.