ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ : ପ୍ରଦୀପ୍ତ କୁମାର ମହାପାତ୍ର - ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପ୍ରେସମିଟ୍
🎬 Watch Now: Feature Video
ରାଜ୍ୟର କୋଭିଡ୍ ସ୍ଥିତି ନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା । ରାଜ୍ୟର ୯ ଜିଲ୍ଲାରେ ୬୦ ଭାଗ କୋରୋନା କେସ ରହିଛି । ପଜେଟିଭ୍ ରେଟ୍ କମୁଛି । ବର୍ତ୍ତମାନ ୧୯ ଜିଲ୍ଲାରେ କମୁଛି ପଜେଟିଭ୍ ହାର । ୮୬ ପ୍ରତିଶତ ଲୋକ ହୋମ୍ ଆଇସୋଲେସନ ରହିଛନ୍ତି । ରାଜ୍ୟରେ କୋରୋନା ସ୍ଥିତି ନେଇ ନେଇ ଅଧିକ ସୂଚନା ଦେଉଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।
Last Updated : May 30, 2021, 7:20 PM IST
TAGGED:
ACS pressmeet