ବିଜେପି କାର୍ଯ୍ୟାଳୟରେ ପାଳିତ ହେଲା ସ୍ବାଧୀନତା ଦିବସ

By

Published : Aug 15, 2022, 1:08 PM IST

thumbnail

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଛି ୭୬ ତମ ସ୍ବାଧୀନତା ଦିବସ । ପତାକା ଉତ୍ତୋଳନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ତାଙ୍କ ସହ ଦଳର ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ । ଆଜିର ଦିନରେ ଭାରତର ଅଖଣ୍ଡତା ବଜାଇ ରହିବା ସହ ଦେଶ ମାତୃକାର ବିକାଶ ଓ ଦେଶକୁ ଏକ ନମ୍ବର ଦିଗରେ ସମସ୍ତଙ୍କର ସହଭାଗିତା ଆବଶ୍ୟକ ଥିବା କହିଥିଲେ ସମୀର ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.