କେତେ ପ୍ରସ୍ତୁତ ପୁରୀ ପ୍ରଶାସନ, କଣ କହୁଛନ୍ତି ଏଡିଏମ...

🎬 Watch Now: Feature Video

thumbnail
ପୁରୀ: ସାମୁଦ୍ରିକ ଝଡ଼ ଅମ୍ଫାନକୁ ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ । କିଭଳି ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯିବ ସେ ନେଇ ଅଵଶ୍ୟକ ବ୍ୟବସ୍ଥା ସରିଛି। SRC ଅଫିସରୁ ଆସୁଥିବା ନିର୍ଦେଶ ମୁତାବକ ବାତ୍ୟାର ମୁକାବିଲା ନେଇ କାର୍ଯ୍ୟ କରାଯାଉଛି । ତେବେ ସ୍ଥିତି ଦେଖି 18 ତାରିଖ ରାତି ଅଥବା 19 ତାରିଖରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ପୁରୀ ଏଡିଏମ ପ୍ରଦୀପ କୁମାର ସାହୁ କହିଛନ୍ତି। ତେବେ ବାତ୍ୟା ଅମ୍ଫାନ ପାଇଁ ପୁରୀ ଜିଲା ପ୍ରଶାସନ କଣ ସବୁ ପ୍ରସ୍ତୁତି କରିଛି ସେ ନେଇ ପୁରୀ ଏଡିଏମ ପ୍ରଦୀପ ସାହୁ ଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ.. ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.