thumbnail

World Radio Day: ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

By

Published : Feb 13, 2022, 11:40 AM IST

Updated : Feb 3, 2023, 8:11 PM IST

ପୁରୀ: ଆଜି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ବାଲୁକା ଚିତ୍ରକଳାରେ ରେଡିଓ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ରେଡ଼ିଓ ଆଜିବି ଯୋଗାଯୋଗ ନ ଥିବା ଦୁର୍ଗମ ଅଞ୍ଚଳରେ ସମସ୍ତଙ୍କ ସୂଚନା ପାଇବାରେ ବିଶ୍ୱସ୍ତ ଓ ଭରସା ଯୋଗ୍ୟ ମାଧ୍ୟମ ହୋଇ ଥିବା ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସେ ଦର୍ଶାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.