କାହିଁକି ଧକ୍କା ଖାଇଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ? - ବିଜେଡି ନେତା ପ୍ରଣବ ବଳବନ୍ତରାୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11214319-thumbnail-3x2-bjd.jpg)
ଭୁବନେଶ୍ବର: ଧକ୍କା ଖାଇଲେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ମହାରଥୀ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଉମାକାନ୍ତ କିଛି କହୁଥିବା ବେଳେ ପଛରୁ ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କ କାନ୍ଧକୁ ପ୍ରଥମେ ଟାଣି ଦେଉଥିବା ଦେଖିବାକୁ ମିଳିଛି । ଏହାପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉମାକାନ୍ତଙ୍କୁ ଧକ୍କା ମାରୁଥିବା ଦେଖିବାକୁ ମିଳିଛି । ଯହା ପରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
Last Updated : Mar 30, 2021, 6:39 PM IST