thumbnail

By

Published : Jul 5, 2020, 1:16 PM IST

Updated : Jul 6, 2020, 6:38 AM IST

ETV Bharat / Videos

ଦେଖନ୍ତୁ ଭଦ୍ରକରେ କିପରି ରହିଛି ସଟଡାଉନ ସ୍ଥିତି..

ଭଦ୍ରକ:ରାଜ୍ୟରେ କୋରୋନା ଆତଙ୍କ । ସଂକ୍ରମଣକୁ ଦେଖି ଭଦ୍ରକରେ ସଟଡାଉନ ଘୋଷଣା କରାଯାଇଛି । ଶନିବାର ସୁଦ୍ଧା ଜିଲ୍ଲାରେ ସର୍ବମୋଟ 10,205ଟି ନମୁନା ସଂଗ୍ରହ କରାଯାଇଛି । 246ଟି ପଜିଟିଭ କେସ ମଧ୍ୟରୁ 226ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜିଲ୍ଲାରେ 20ଟି ଆକ୍ଟିଭ କେସ ରହିଛି । ତେବେ ରବିବାର ଭଦ୍ରକରେ ସଟଡାଉନ ସ୍ଥିତି କିପରି ରହିଛି ଅଧିକ ସୂଚନା ଦେଇଛନ୍ତି ଆମ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର.. ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Jul 6, 2020, 6:38 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.