କଟକରେ ସଟଡାଉନର ସତେଜ ଚିତ୍ର, ଦେଖନ୍ତୁ ଭିଡିଓ - କଟକ
🎬 Watch Now: Feature Video

କଟକ: ସହରରେ ସରିଲା ସଟଡାଉନ ଅବଧି । ମାତ୍ର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ କଟକଣା ଜାରି ରହିବ । ତେବେ ସହରରେ ଆଜି କିପରି ରହିଛି ଏହି କଟକଣା । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ..
କଟକରୁ ନାରାୟଣ ସାହୁ, ଇଟିଭି ଭାରତ