ଡମ୍ପିୟାର୍ଡକୁ ଗ୍ରାମବାସୀଙ୍କ ନା - ଡମ୍ପିୟାର୍ଡ
🎬 Watch Now: Feature Video
ବାଲେଶ୍ବର: ନିର୍ମାଣାଧିନ ଡମ୍ପିୟାର୍ଡକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା । ଜିଲ୍ଲାର ସୋର ପୌରପାଳିକା ଅଧୀନ ୧୪ନମ୍ବର ଓ୍ବାଡରେ ଡମ୍ପିୟାର୍ଡ ହେଲେ ବାୟୁ ପ୍ରଦୂଷଣ, ବିଭିନ୍ନ ପ୍ରକାର ରୋଗ ସହ ଚାଷ କାମ ପ୍ରଭାବିତ ହେବବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଶତାଧିକ ଗ୍ରାମବାସୀ ଧାରଣାରେ ବସିବା ସହ ଡ଼ମ୍ପିୟାର୍ଡ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।