କୃଷକ ଆନ୍ଦୋଳନ ପଛରେ ରହିଛି ଦେଶ ବିରୋଧୀ ଶକ୍ତିର ହାତ: ପ୍ରତାପ ଷଡଙ୍ଗୀ

By

Published : Dec 11, 2020, 4:59 PM IST

thumbnail
ଭୁବନେଶ୍ବର: ସାରା ଦେଶରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଚାଷୀଙ୍କ ଆନ୍ଦୋଳନ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ପ୍ରକୃତ ଚାଷୀ ଏହି ଆନ୍ଦୋଳନ କରୁନାହାଁନ୍ତି । ଦଳେ ଲୋକ ଚାଷୀମାନଙ୍କୁ ଉସକାଇ ଏଭଳି କରାଉଛନ୍ତି । ଏହାର କୌଣସି ଆଧାର ନାହିଁ । ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିର ହାତ ରହିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.