ଅନୁଗୋଳରେ ପୁଣି ଦୁଇ କୋରନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା 19 କୁ ବୃଦ୍ଧି - ଅନୁଗୋଳ କୋରୋନା ନ୍ୟୁଜ୍

🎬 Watch Now: Feature Video

thumbnail

By

Published : May 21, 2020, 12:27 PM IST

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରେ ପୁଣି ଦୁଇ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 19 ରେ ପହଞ୍ଚିଛି । ପୂର୍ବରୁ ଗୋଟିଏ ଦିନରେ ଅର୍ଥାତ ଗତ 19 ତାରିଖରେ ପ୍ରଥମ 15 ଟି ଓ ଗତ 19 ତାରିଖ ରେ ଦୁଇଟି ଓ ଆଜି ଦୁଇଟି ଚିହ୍ନଟ ପରେ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତ ଆକ୍ରାନ୍ତ ତାଳଚେର କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳ ଥିବା ବେଳେ ବାକି ସମସ୍ତେ ପ୍ରବାସୀ ବୋଲି ଜଣାପଡିଛି । ଅନୁଗୋଳ ଜିଲ୍ଲାକୁ ଆଗାମୀ ଦିନରେ ପ୍ରବାସୀ ଅଧିକ ସଂଖ୍ୟା ରେ ଆସିବାର ଥିବାରୁ ଏହି ସଂଖ୍ୟା ବାଢିବାର ଆକଳନ କରାଯାଇଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.