ସରକାରୀ ସହାୟତା ଅପେକ୍ଷାରେ ରାଜଧାନୀର ଟୁଟୁ ଦଳେଇ
🎬 Watch Now: Feature Video
ରାଜଧାନୀ ଭୁବନେଶ୍ବରର ପାନଦୋକାନୀ ଟୁଟୁ ଦଲେଇ। ଟୁଟୁଙ୍କ ନିଜ ଘର ସୁଦୁର ଗଞ୍ଜାମ ଜିଲ୍ଲା ହୋଇଥିବାବେଳେ ଦୀର୍ଘ 20 ବର୍ଷ ତଳେ ପେଟ ପୋଷିବାର ନିଶା ତାଙ୍କୁ ଭୁବନେଶ୍ବରକୁ ନେଇ ଆସିଥିଲା । ଆଉ ଏବେ ଫନି ତାଙ୍କ ସ୍ବପ୍ନକୁ ଉଜାଡି ଦେଇଛି । ଭଙ୍ଗା ଦଦରା ଦୋକାନରେ କଟୁଛି ରାତିଦିନ । ଟୁଟୁ ଶାରିରୀକ ଅକ୍ଷମ ହୋଇଥିବାବେଳେ ଦୋକାନ ଖଣ୍ଡିକ ପରିବାର ପାଇଁ ଥିଲା ସାହାରା ।
Last Updated : Jul 2, 2019, 2:30 PM IST