ଖାଉଟି କାର୍ଡ ଅଚଳ, ଅଧିକାରରୁ ବଞ୍ଚିତ ଗରିବ ଆଦିବାସୀ

🎬 Watch Now: Feature Video

thumbnail

By

Published : Oct 30, 2019, 10:22 PM IST

ନୂଆପଡା: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଦେଶ କିମ୍ବା ପ୍ରଦେଶରେ କୌଣସି ଗରିବ ଖାଦ୍ୟ ଅଭାବରୁ ଭୋକିଲା ରହିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି । ଏଭଳି କଡାକଡି ନିୟମ ଥିବାବେଳେ ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ସରଧାପୁର ଗାଁର ଗରିବ ଲୋକମାନେ ଖାଇବାକୁ ନପାଇ ଦୁଃଖ କଷ୍ଟରେ ଚଳୁଥିବା ଅଭିଯୋଗ ହୋଇଛି । କାରଣ ଏହି ଗାଁର ଆଦିବାସୀ ଲୋକଙ୍କୁ ଟଙ୍କିକିଆ ଚାଉଳ ମାସ ମାସ ଧରି ମିଳିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.