thumbnail

By

Published : Dec 10, 2020, 8:51 PM IST

ETV Bharat / Videos

ତୁଟୁନି ସ୍କୁଲ ଫି' ହ୍ରାସ ପ୍ରସଙ୍ଗ, ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ: ସ୍କୁଲ ଫି' ହ୍ରାସ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜବାବ ଦାଖଲ କଲା ଡିଏଭି ସ୍କୁଲ ଏବଂ ଆଇସିଏସଇ ସ୍କୁଲ ସଙ୍ଗଠନ। ଆରଟିଇ(rte)ଆକ୍ଟ ୨୦୦୯ ଆସିବା ପରେ ଚୁକ୍ତିନାମା ପ୍ରାସଙ୍ଗିକତା ହରାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 15 ତାରିଖ ହେବ ବୋଲି ହାଇକୋର୍ଟ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.