ହାଇକୋର୍ଟରେ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; 9 ରେ ଶୁଣାଣି, ଜବାବ ରଖିବେ କମିଶନର

🎬 Watch Now: Feature Video

thumbnail

By

Published : Sep 30, 2020, 5:23 PM IST

କଟକ: ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନରଙ୍କ ନିର୍ଦେଶନାମା ସମ୍ପର୍କରେ କୋର୍ଟରେ ଆଜି ଶୁଣାଣି ହୋଇଛି। ଏନେଇ ଜବାବ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ଆସନ୍ତା ୭ ତାରିଖ ମଧ୍ୟରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନିର୍ମାଣ ହୋଇଥିବା ମୂର୍ତ୍ତିକୁ ସୁରକ୍ଷା ଦେଇଛନ୍ତି କୋର୍ଟ । ନିର୍ମାଣ ହୋଇଥିବା ମୂର୍ତ୍ତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶରେ କହିଛନ୍ତି । ସେପଟେ ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ନେଇ କହିଛନ୍ତି କୋର୍ଟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.