ଦୁର୍ଲଭ ‘ବମ୍ବେ ବ୍ଲଡ’ ଦେଇ ଚର୍ଚ୍ଚାରେ ଦିଲ୍ଲୀପ, ଜାଣନ୍ତୁ କଣ ଏହି ବ୍ଲଡ ଗ୍ରୁପ.. - ବମ୍ବେ ବ୍ଲଡ ଗ୍ରୁପ କଣ ?
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4820456-thumbnail-3x2-bomby.jpg)
ବିରଳ ରକ୍ତ ବମ୍ବେ ବ୍ଲଡଗ୍ରୁପ । ପୃଥିବୀରେ ମାତ୍ର ୦.୦୦୦୪ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ବ୍ଲଡ ଗ୍ରୁପ ଦେଖିବାକୁ ମିଳିଥାଏ । ତେବେ କଣ ଏହି ବ୍ଲଡ ? ଜାଣନ୍ତୁ ଏହା କେତେ ଜରୁରୀ ?