Tapaswini-Sumit Marital Discord: ସୁମିତଙ୍କ ଘର ଗେଟ୍‌ ଭାଙ୍ଗିଲେ ଶତାଧିକ ମହିଳା

By

Published : Dec 20, 2021, 9:31 PM IST

thumbnail
ବ୍ରହ୍ମପୁର: ତପସ୍ବିନୀଙ୍କ ସପକ୍ଷରେ ରାୟ ଦେଲେ ବ୍ରହ୍ମପୁର SDJM କୋର୍ଟ । ଏହାପରେ ତପସ୍ୱୀନୀଙ୍କୁ ଶ୍ବଶୁର ଘରେ ରଖିବା ପାଇଁ ଏକତ୍ରିତ ହେଲେ ଶତାଧିକ ମହିଳା । ଅସନ୍ତୁଷ୍ଟ ମହିଳା ସୁମିତଙ୍କ ଘର ଗେଟ୍‌ ଭାଙ୍ଗି ତପସ୍ୱୀନୀଙ୍କୁ ଘର ଭିତରକୁ ନେବାକୁ ଚେଷ୍ଟା କରିଛନ୍ତି । ଗୋଟିଏ ଗେଟ୍‌ ଭାଙ୍ଗିବା ପରେ ଏବଂ ଘରର କବାଟ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ଅସନ୍ତୁଷ୍ଟ ମହିଳା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.