ଖୋର୍ଦ୍ଧାରେ ପହଞ୍ଚିଲା ସ୍ୱର୍ଣ୍ଣିମ ବିଜୟ ଜ୍ୟୋତି - swarnima vijaya mashaal

🎬 Watch Now: Feature Video

thumbnail

By

Published : Oct 29, 2021, 8:29 PM IST

ଖୋର୍ଦ୍ଧା: ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧକୁ ପୁରିଛି ୫୦ ବର୍ଷ । ଏହି ଅବସରରେ ୨୦୨୦ ଡିସେମ୍ବର ୧୬ ତାରିଖରୁ ଦିଲ୍ଲୀରୁ ସ୍ୱର୍ଣ୍ଣିମ ବିଜୟ ମଶାଲ ଶୋଭାଯାତ୍ରା ଆରମ୍ବ ହୋଇ ଦେଶ ସାରା ପରିଭ୍ରମଣ କରୁଛି । ଆଜି ଏହି ସ୍ୱର୍ଣ୍ଣିମ ବିଜୟ ଜ୍ୟୋତି ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି । ଏହି ବିଜୟ ଜ୍ୟୋତିକୁ ଆର୍ମି କର୍ଣ୍ଣଲ ଅଶୋକ ମିଶ୍ରଙ୍କ ନେତୃତ୍ତ୍ବରେ ଅଣାଯାଇଥିଲା । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.