ପୌରାଞ୍ଚଳବାସୀ ବାହାରକୁ ଆସିଲେ କିଭଳି ରହିବେ ଅଧିକ ଜାଣନ୍ତୁ - ଯାଜପୁର ପୌରାଞ୍ଚଳ ଜୀବନ ଶୈଳୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6920824-thumbnail-3x2-jajpur.jpg)
ଯାଜପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ବଢିବାକୁ ଲାଗିଛି । ପ୍ରଥମେ 2 ତାପରେ 5 ଆଉ ଗତକାଲି 4ଜଣ କୋରୋନା ରୋଗୀ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଲା 12ରେ । ତେବେ ଜିଲ୍ଲାରେ କୋରୋନା ସଂକ୍ରମଣ ବଢୁଥିବା ଦେଖି 23ତାରିଖ ରାତି 10ଟାରୁ 26ତାରିଖ ଦିନ 10ଟା ପର୍ଯ୍ଯନ୍ତ ସଡ଼ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। କେବଳ ମେଡିସିନ ଦୋକାନ କୁ ଛାଡିଦେଲେ ଜିଲ୍ଲାରେ ଆଉ କୌଣସି ଦୋକାନ ବଜାର,ବ୍ୟାଙ୍କ ଗାଡି ମୋଟର ଚଳାଚଳ ବନ୍ଦ ରହିବ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ