thumbnail

By

Published : Dec 28, 2020, 4:14 PM IST

ETV Bharat / Videos

‘ବିଜେପିର ହାତ ବାରିସି CBI’

ଭୁବନେଶ୍ବର: ରାଜ୍ୟ ସିବିଆଇ ମୁଖ୍ୟାଳୟ ଘେରାଉ କଲା କଂଗ୍ରେସ । ତ୍ରିରଙ୍ଗା ଶୋଭାଯାତ୍ରାରେ ଆସି ଘେରାଉ କରିଛି କଂଗ୍ରେସ । ଚିଟଫଣ୍ଡ ମାମଲାରେ ତଦନ୍ତରେ ଢିଲା କରୁଥିବାରୁ କଂଗ୍ରେସ ଘେରାଉ କରିଛି । ଏଅବସରରେ କଂଗ୍ରେସ ନେତା ସୁର ରାଉତରାୟ ନବୀନ-ମୋଦି କୁଣ୍ଢାକୁଣ୍ଢି ହେଉଥିବା କହିଛନ୍ତି । ସିବିଆଇ, ବିଜେପିର ହାତ ବାରିସି ହେଇ କାର୍ଯ୍ୟ କରୁଥିବା କହିଛନ୍ତି ସେ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.