ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାଉଁଶ ବୁଦା ମୂଳେ ଚାଲିଛି ବିଦ୍ୟାଳୟ - କେନ୍ଦ୍ରାପଡ଼ା ଜିଲ୍ଲାପାଳ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5254456-thumbnail-3x2-study.jpg)
କେନ୍ଦ୍ରାପଡା: ଫେଲ୍ ମାରିଛି ସର୍ବଶିକ୍ଷା ଅଭିଯାନ । ଖୋଲା ଆକାଶ ତଳ ବାଉଁଶ ବୁଦା ମୂଳ ପାଲଟିଛି ଶ୍ରେଣୀଗୃହ । ଅସ୍ବାସ୍ଥ୍ୟକର ପରିବେଶରେ ଘାଣ୍ଟି ହୋଇ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଚୁପ୍ ବସିଛି ଶିକ୍ଷା ବିଭାଗ । କେବଳ ବିପଦସଙ୍କୁଳ ଘର ଦର୍ଶାଇ ଦେଇ ନିଜର କର୍ତ୍ତବ୍ୟ ଶେଷ କରିଛି ଜିଲ୍ଲା ପ୍ରଶାସନ ।