ଅନୁଗୋଳରେ ବୁଲା କୁକୁର ଆତଙ୍କ: 3 ଦିନରେ 30ଜଣଙ୍କୁ ଆଟାକ୍ - 3 ଦିନରେ 30ଙ୍କୁ ଆକ୍ରମଣ
🎬 Watch Now: Feature Video

ଅନୁଗୋଳରେ 3ଦିନ ମଧ୍ୟରେ କୁକୁର କାମୁଡ଼ାରେ 30ରୁ ଅଧିକ ଲୋକ ଆହତ । ପୌରପାଳିକା ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବାକୁ କୌଣସି ପଦକ୍ଷେପ ନେଉନାହାଁନ୍ତି । ଫଳରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।