ବଜେଟରେ ବଢିଲା ସୂତା ଦର; ସମ୍ବଲପୁରୀ ଶାଢୀ ରିଟେଲ ମାର୍କେଟ୍ ପ୍ରଭାବିତ, ଟେନସନରେ ବୁଣାକାର - sambalpuri saree

🎬 Watch Now: Feature Video

thumbnail

By

Published : Mar 6, 2021, 7:46 PM IST

ସମ୍ବଲପୁର: ସମ୍ବଲପୁରୀ ଶାଢୀ ହେଉ କି କୁର୍ତ୍ତା । କାହିଁ କେଉଁ ଅମଳରୁ ଅନେକଙ୍କ ଭିତରେ ଏହାର ଚାହିଦା ରହିଛି । ଗୋଟିଏ ସମ୍ବଲପୁରୀ ଶାଢୀରେ ଅନେକ କାରୁକାର୍ଯ୍ୟକୁ ରୂପ ଦେବାରୁ କାରିଗରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ସମ୍ବଲପୁରୀ ହସ୍ତତନ୍ତ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ହେଲେ ନିକଟରେ କେନ୍ଦ୍ର ବଜେଟ ଅସିବା ପରେ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବସ୍ତ୍ର ଓ ଏହାର ମାର୍କେଟ ଉପରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.