thumbnail

By

Published : Mar 12, 2020, 11:08 PM IST

ETV Bharat / Videos

ସିମଲାରେ ତୁଷାରପାତ ଜାରି, ଜାତାୟତ ଠପ

ସିମଲା: ମାର୍ଚ୍ଚ ମାସରେ ମଧ୍ୟ ପାହଡ ରାଣୀ ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ । ବୁଧବାର ରାତି ଠାରୁ ସିମଲା ଓ କିନୌରର ପାହାଡିଆ ଅଞ୍ଚଳରେ ବରଫପାତ ଆରମ୍ଭ ହୋଇଛି । ଅତ୍ୟଧିକ ବରଫପାତ ଯୋଗୁଁ ରାସ୍ତାରେ ବହୁ ପରିମାଣର ବରଫ ଜମି ରହିଛି । ଯେଉଁଥିପାଇଁ ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି। ଅନ୍ୟପଟେ କୁଫରୀ ଓ ମସୋବରାରେ ହାଲୁକା ବରଫ ବର୍ଷା ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.