ଖୋଲିଲା ଦୋକାନ ବଜାର, ସ୍ୱାଭାବିକ ହେଉଛି କଟକ - ସ୍ୱାଭାବିକ ହେଉଛି କଟକ
🎬 Watch Now: Feature Video

କଟକ: ଧୀରେ ଧୀରେ ସ୍ବାଭାବିକ ହେଉଛି କଟକ । ଖୋଲୁଛି ବିଭିନ୍ନ ଦୋକାନ ବଜାର । କଟକ ଗ୍ରୀନଜୋନରେ ଥିବାରୁ ଅନେକ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜିଠାରୁ କଟକ ସହରରେ ଅନେକ ଦୋକାନ ବଜାର ଖୋଲିବାର ଦେଖିବାକୁ ମିଳିଛି । ଦୋକାନ ଖୋଲି ବ୍ୟବସାୟ ମାନେ ଖୁସି ପ୍ରକଟ କରିଥିବା ବେଳେ ବେପାର ପୁରା ମାନ୍ଦା । ତେବେ କଟକରେ କିଭଳି ସ୍ଥିତି ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ