ପ୍ରକୃତି ଓ ଜୈବ ବିବିଧତାର ଅପୂର୍ବ ସମାହାର, ‘ସାତକୋଶିଆ ଗଣ୍ଡ’ - ଅନୁଗୋଳର ସାତକୋଶିଆ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5468361-660-5468361-1577100168770.jpg)
ଏଠାକାର ପ୍ରାକୃତିକ ସୈାନ୍ଦର୍ଯ୍ୟ, ମହାନଦୀ ନୀଳ ଜଳରାଶିର ମନୋରମ ଦୃଶ୍ୟ ଓ ଚତୁପାର୍ଶ୍ବରେ ଥିବା ଘଞ୍ଚ ବନାନୀ ସମସ୍ତଙ୍କୁ ଦୂର ଦୂରାନ୍ତରୁ ଟାଣି ଆଣେ । ବ୍ୟସ୍ତ ବହୁଳ ଜୀବନରୁ କିଛି କ୍ଷଣ ଆସ୍ବସ୍ତି ପାଇଁ ଏଠାକୁ ଛୁଟି ଆସନ୍ତି ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକ ।